Syntax, Punctuation and Prosody Meaning in Odia and English

In this post, you can find the odia meaning of Syntax, Punctuation, and Prosody meaning in odia.

What is Syntax, Punctuation and Prosody Meaning in Odia

Syntax Meaning in Odia

How, after which word someone composes the sentence, the sentence will be able to be pure and clear, this formula is known. It is called Syntax. Knowing this formula makes English composition simple and easy.

1) The words and actions of the person who is male will be accordingly.
For example: I run, He runs.

2) Preposition is used before nouns and pronouns in action.
For example: Water rises from the Sea.

3) Double comparative or superlative is not used. There are 33 or 34 formulas.

ବାକ୍ୟ ବା ପଦବୀନ୍ୟାସ ପ୍ରକରଣ: କିପରି ଭାବରେ, କାହା ପରେ କେଉଁ ଶବ୍ଦ ବସାଇ ବାକ୍ୟ ରଚନା କଲେ ବାକ୍ୟ ଶୁଦ୍ଧ ଏବଂ ଭାବ ବୁଝାଇବା ପାଇଁ ସକ୍ଷମ ହେବ, ଏହି ସୂତ୍ର ଯେଉଁ ପ୍ରଣାଳୀରେ ଜଣାଯାଏ. ତାକୁ ପଦପ୍ରକରଣ ବା Syntax କୁହାଯାଏ. ଏହି ସୂତ୍ର ଜାଣିଲେ ଇଂରାଜୀ ରଚନା ସରଳ ଓ ସହଜ ହୁଏ.

୧) ଉଦାହରଣ: କର୍ତ୍ତାର ଯେଉଁ ବଚନ ଓ ପୁରୁଷ ହେବ କ୍ରିୟା ତଦନୁରୂପ ହେବ.
ଯଥା: I run, He runs.
୨) କର୍ମକାରକରେ ବିଶେଷ୍ୟ ଓ ସର୍ବନାମ ପୂର୍ବରେ Preposition ବ୍ୟବହାର କରାଯାଏ.
ଯଥା: Water rises from the Sea.
୩) Double comparative ବା superlative ବ୍ୟବହାର ହୁଏ ନାହିଁ. ଏହିପରି ମୋଟ ୩୩ ବା ୩୪ ଟି ସୂତ୍ର ରହିଛି.

Punctuation Meaning in Odia

Punctuation: The listener can understand the speaker’s mood from the speaker’s pronunciation and pronunciation. But in order to express them in writing, the sentence should be arranged in such a way that the attitude of the writer can be understood. Several codes are used for this. The use of these codes is governed by the rules of punctuation. These symbols are full stop (.), comma (,), question mark (?), exclamation point (!), etc.

ଚିହ୍ନ ପ୍ରକରଣ: ଵକ୍ତାର ଉଚ୍ଚାରଣ ଓ ଭଙ୍ଗିରୁ ଶ୍ରୋତା ଵକ୍ତାର ମନଭାବ ବୁଝି ପାରିଥାଏ. କିନ୍ତୁ ଲେଖାରେ ସେସବୁ ବ୍ୟକ୍ତ କରିବାକୁ ହେଲେ ବାକ୍ୟକୁ ଏଭଳି ସଜାଇ ଲେଖିବାକୁ ହେବ ଯାହା ଫଳରେ ଲେଖକର ମନୋଭାବ ବୁଝିହେବ. ଏଥିପାଇଁ କେତେଗୁଡିଏ ସଂକେତ ବ୍ୟବହାର କରାଯାଏ. ଏହି ସଂକେତଗୁଡିକର ବ୍ୟବହାର କରିବା ନିୟମ ଚିହ୍ନ ପ୍ରକରଣ ବା Punctuation ର ଅନ୍ତର୍ଗତ. ଏହି ଚିହ୍ନଗୁଡିକ ହେଲା ଫୁଳ୍ଲସ୍ତପ (.), Comma (,) , ପ୍ରଶ୍ନବାଚକ (?), ବିସ୍ମୟସୂଚକ (!) ଇତ୍ୟାଦି.

Prosody Meaning in Odia

Prosody: The aesthetic sense of man requires mastery of jewelry. As the beauty of the language is edited, the words are expressed in various forms for the sake of understanding. These rules of ornamentation and prosody are under the Prosody section.

Example: In general we say – He Fought Bravely, but by saying He fought like a lion, the beauty of the language is understood. Such a project is clearly seen in poetry.

ଛନ୍ଦ ପ୍ରକରଣ: ମନୁଷ୍ୟର ସୌନ୍ଦଜ୍ୟ ବୁଦ୍ଧି ପାଇଁ ଯେଭଳି ଅଳଙ୍କାର ପ୍ରଭୁତି ଦରକାର ହୋଇଥାଏ. ସେଭଳି ଭାଷାର ଶୋଭା ସମ୍ପାଦନା ସଙ୍ଗେ ସଙ୍ଗେ ରସ ବୁଦ୍ଧି ପାଇଁ ଶବ୍ଦକୁ ବିଭିନ୍ନ ପ୍ରକାର ଭଙ୍ଗୀରେ ପ୍ରକାଶ କରାଯାଇଥାଏ. ଏହି ଅଳଙ୍କାର ତଥା ଛନ୍ଦର ପ୍ରୋୟୋଗ ନିୟମ ଛନ୍ଦ ପ୍ରକରଣ (Prosody) ବିଭାଗର ଅନ୍ତର୍ଗତ.

ଉଦାହରଣ: ସାଧାରଣ ଅର୍ଥରେ ଆମେ କହିଥାଉ – He Fought Bravely , କିନ୍ତୁ He fought like a lion କହିବା ଦ୍ୱାରା ଭାଷାର ସୌନ୍ଦଜ୍ୟ ବୁଦ୍ଧି ପାଇଥାଏ. କାବ୍ୟ କବିତାରେ ଏଭଳି ପ୍ରୋୟୋଗ ବେଶଷ ଭାବେ ଦେଖାଯାଏ.

Also Read: English Auxiliary Verb and Helping Verbs in Odia Language