All Minerals Name in Odia | English Metal Names in Odia

English Minerals Name in Odia

Check below all english all minerals name in odia and english metal names in odia.

mica --> ଅଭ୍ର

steel --> ଇସ୍ପାତ

acid -->ଏସିଡ୍

bell metal --> କଂସା

touch stone --> କଷଟି ପଥର

quick lime,slaked-shell lime --> କଲି ବା ଶିପଚୂନ

charcoal --> କାଠ କୋଇଲା

glass --> କାଚ

mud --> କାଦୁଅ

coal --> କୋଇଲା

mine --> ଖଣି

chalk --> ଖଡି,ଚକ ଖଡି

sulphur --> ଗନ୍ଧକ

red earth,red ochre --> ଗେରୁମାଟି

flint --> ଚକମକ୍ ପଥର

lime stone --> ଚୂନପଥର

lode stone --> ଚୁମ୍ୱକ ପଥର

magnet --> ଚୁମ୍ୱକ

magnetic iron --> ଚୁମ୍ୱକଲୌହ

borax --> ଟାଙ୍ଗଣା

tin --> ଟିଣ

Copper --> ତମ୍ୱା

blue vitriol --> ତୁତିଆ

zinc --> ଦସ୍ତା

metal --> ଧାତୁ

metallic --> ଧାତବ

nickel --> ନିକେଲ୍

stone --> ପଥର

lime stone --> ପଥର ଚୂନ

coal --> ପଥର କୋଇଲା

mercury --> ପାରଦ

coke --> ପୋଡା କୋଇଲା

brass --> ପିତଳ

alum --> ଫିଟିକିରୀ

sand --> ବାଲି

black salt --> ବିଟ ଲୁଣ

bronze --> ବ୍ରୋଞ୍ଜ୍

sand stone --> ବାଲୁକା ପ୍ରସ୍ତର

granite --> ମୁଗୁନିପଥର

laterite --> ମାଙ୍କଡାପଥର

manganese --> ମାଙ୍ଗାନିଜ୍

jewel --> ମଣି

marble --> ମଲମଲ୍ ପଥର

earth --> ମାଟି

alloy --> ମିଶ୍ରିତ ଧାତୁ

salt petre --> ଯବକ୍ଷାର

aluminium --> ରସ

tinsel --> ରାଙ୍ଗା

silver --> ରୁପା

iron --> ଲୁହା

iron ore --> ଲୁହାପଥର

caustic soda --> ଲୁଗାଧୁଆ କ୍ଷାର

base metal --> ଲୌହାଦି ଅଳ୍ପ  ମୂଲ୍ୟ  ଧାତୁ

fuller's earth --> ସାଜିମାଟି

lead --> ସୀସା

gold --> ସୁନା

rock salt --> ସୈନ୍ଧବଲୁଣ

slate --> ସ୍ଲେଟ୍

borax --> ସୋହାଗା

yellow orpiment --> ହରିତାଳ

red arsenic --> ହିଙ୍ଗୁଳ

alkali -->କ୍ଷାର